ଛୁଟି ମଞ୍ଜୁର କରିବା ପାଇଁ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ (ଛୁଟି ପରେ ଦରଖାସ୍ତ) (Odia chuti darakhasta – Leave Application to Head Master (After absent) “Application in Odia Language”)
Leave Application to Head Master in Odia :-
ମାନନୀୟ,ଶ୍ରୀଯୁକ୍ତ କଟକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ମହୋଦୟ।
(ଶ୍ରେଣୀ ଶିକ୍ଷକଙ୍କ ଜରିଆରେ)
ମହାଶୟ,
ବିନୀତ ଭାବରେ ଜଣାଉଛି ଯେ ମୁଁ ଭୀଷଣ ଜ୍ଵରରେ ପୀଡିତ ଥିଲି । ଏଣୁ ତା _________ରିଖ ରୁ ତା _________ରିଖ ଯାଏ ବିଦ୍ୟାଳୟକୁ ଯାଇପାରି ନ ଥିଲି । ମୋର ଚିକିତ୍ସ। ସରକାରୀ ମେଡିକାଲ ରେ ହୋଇଥିଲା ଓ ମୁଁ ସେଠାରୁ ଭଲ ହେବାପରେ, ଆଜି ଆସି ବିଦ୍ୟାଳୟରେ ହାଜିର ହେଲି ।
ଏଣୁ ମୁଁ ପ୍ରାଥନା କରୁଛି କି, ମୋତେ ସେହି ଦିନଗୁଡିକ ପାଇଁ ଛୁଟି ମଞ୍ଜୁର କଲେ, ମୁଁ ଚିର ଉପକୃତ ହେବି। ଇତି ।
କଟକ ଆପଣଙ୍କର ଅ।ଜ୍ଞାଧୀନ ଛ।ତ୍ର
ତା..................... ଶ୍ରୀ କାଳିଆ ମହାନ୍ତି,
୫ମ ଶ୍ରେଣୀ (ଖ)
ଛୁଟି ମଞ୍ଜୁର କରିବା ପାଇଁ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ (ଛୁଟି ନେବା ପାଇଁ ଅନୁମତି ଦରଖାସ୍ତ) (Odia chuti darakhasta (Permission leave) – Leave Application to Head Master “Application in Odia Language”)
Odia chuti darakhasta (Permission Leave):-
ମାନନୀୟ,ଶ୍ରୀଯୁକ୍ତ କଟକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ମହୋଦୟ।
(ଶ୍ରେଣୀ ଶିକ୍ଷକଙ୍କ ଜରିଆରେ)
ମହାଶୟ,
ବିନୀତ ଭାବରେ ଜଣାଉଛି ଯେ ମୋର ଭୀଷଣ ପେଟ ବଥା ହେଉଛି । ଏଣୁ ମୁଁ ଶ୍ରେଣୀରେ ବସିବାକୁ ଅକ୍ଷମ ହୋଇପଡିଛି।
ଏଣୁ ମୁଁ ପ୍ରାଥନା କରୁଛି କି, ମୋତେ ପରବର୍ତ୍ତୀ ପିରିଅଡ ଗୁଡିକ ପାଇଁ ଛୁଟି ମଞ୍ଜୁର କଲେ, ମୁଁ ଚିର ଉପକୃତ ହେବି। ଇତି ।
କଟକ ଆପଣଙ୍କର ଅ।ଜ୍ଞାଧୀନ ଛ।ତ୍ର
ତା..................... ଶ୍ରୀ କାଳିଆ ମହାନ୍ତି,
୫ମ ଶ୍ରେଣୀ (ଖ)
Quotes of the Day:-
In life, all good things come hard, but wisdom is the hardest to come by
-By Lucille Ball
No comments:
Post a Comment
Ask me for any queries, but do not share any spam link please.